ଭଡ଼ାରେ ଲାଗୁଛି ନେତାଜୀ ଖେଳ ପଡ଼ିଆ : ପଡ଼ିଆ ସାରା ‌ଗାତ, କିଏ ଦେଇଥିଲେ ଅନୁମତି?

କଟକ: ନୂଆବଜାର ନେତାଜୀ ଖେଳ ପଡ଼ିଆକୁ ଭଡ଼ାରେ ଲଗାଯିବା ଘଟଣା ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ବିଧାୟକ ପାଣ୍ଠିରୁ ଗୋଟିଏ ପଟେ ପଡ଼ିଆର ଉନ୍ନତିକରଣ ପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅନ୍ୟପଟେ ବାହାଘର ପାଇଁ ଭଡ଼ା ଦିଆଯିବା ପରେ ଏବେ ପଡ଼ିଆ ସାରା ଗାତ ସୃଷ୍ଟି ହୋଇଛି। ବିଭିନ୍ନ ସାମଗ୍ରୀ ଏଣେତେଣେ ପଡ଼ି ପଡ଼ିଆରେ ଦୁର୍ଗନ୍ଧ ହେଉଛି। ଏହାକୁ ନେଇ ପଡ଼ିଆରେ ନିୟମିତ ଖେଳୁଥିବା … Continue reading ଭଡ଼ାରେ ଲାଗୁଛି ନେତାଜୀ ଖେଳ ପଡ଼ିଆ : ପଡ଼ିଆ ସାରା ‌ଗାତ, କିଏ ଦେଇଥିଲେ ଅନୁମତି?